କାବୁଲରୁ ଭାରତକୁ ଉଡ଼ାଣ କଲା ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ

ଆଫଗାନଙ୍କ ପାଇଁ ଭାରତ ସରକାର ଘୋଷଣା କଲେ ଇ ଏମରଜେନ୍ସି ଏକ୍ସ-ମିସ୍କ ଭିସା ନୂଆଦିଲ୍ଲୀ: କାବୁଲରୁ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଉଡ଼ିଲା ବିମାନ। ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ମାଧ୍ୟମରେ ୧୨୦ରୁ ଅଧିକ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଣାଯାଉଛି। କର୍ମଚାରୀମାନଙ୍କୁ ଗତକାଲି ବିଳମ୍ବିତ ରାତିରେ କାବୁଲ ବିମାନବନ୍ଦରର ସୁରକ୍ଷିତ ଅଞ୍ଚଳ ଭିତରକୁ ଅଣାଯାଇଥିଲା। ଏହା ପରେ ଏବେ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯାଉଛି। କାବୁଲରେ ପାଖାପାଖି ୫୦୦ରୁ ଅଧିକ … Continue reading କାବୁଲରୁ ଭାରତକୁ ଉଡ଼ାଣ କଲା ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ